ସାଧାରଣ ସମ୍ପାଦକ
ସମସ୍ତ ବିଭାଗର ସାଂସ୍କୃତିକ ପରିଷଦ
ମହାଶୟା / ମହାଶୟ,
ଆପଣମାନେ ଜାଣି ଖୁସି ହେବେ ଯେ ଓଡିଶା ସଚିବାଳୟ ଲେଖକ ପରିଷଦର ବାର୍ଷିକ ସାରସ୍ବତ ସ ସମାରୋହ ଅବସରରେ ପରିଷଦର ପତ୍ରିକା ସୃଜନର ପାହାଚ ପ୍ରକାଶ ପାଇବ । ସଚିବାଳୟରେ କାର୍ଯ୍ୟ କରୁଥିବା ତଥା ଅବସରପ୍ରାପ୍ତ କର୍ମଚାରୀ / ଅକାରୀମାନେ ନିଜର ଲେଖୁବା ดร. କବିତା, , ପ୍ରବନ୍ଧ, ବ୍ୟଙ୍ଗ ଗଳ୍ପ /କବିତା ଚଳିତ ମେ ମାସ 31 ତାରିଖ ସୁଦ୍ଧା ନିମ୍ନଲିଖିତ -6ศคด ଲରେ 31.05.2026 ସୁଦ୍ଧା ପ୍ରେରଣ କରିବାକୁ ଅନୁରୋଧ । ଲେଖା ସର୍ବାକ A-4 ସାଇଜ କାଗଜରେ 4 ପୃଷ୍ଠା (ଗଳ୍ପ, ପ୍ରବନ୍ଧ ପାଇଁ ) ରେ ସୀମିତ ରହିବ । ଲେଖା ସହିତ ନିଜର ଏକ ପାସପୋର୍ଟ ସାଇଡ ଇଜର ଫଟୋ ଓ ସଂକ୍ଷିପ୍ତ ପରିଚୟ ଦେବାକୁ ଅନୁରୋଧ ।
ଯୋଗାଯୋଗ - - ସୁନନ୍ଦା ମିଶ୍ର , ଉପ ଶାସ ଉପ ଶାସନ ସଚିବ,
ସୂଚନା ଓ ଲୋକ ସମ୍ପର୍କ ବିଭାଗ
ସାଂସ୍କୃତିକ ସମ୍ପାଦକ, ସମ୍ପାଦକ, ଓଡିଶା ସଚିବାଳୟ ଳେ ଲେଖକ ପରିଷଦ
ମୋବାଇଲ - ୯୩୩୭୮୧୬୩୮୫

No comments:
Post a Comment